
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2132.0900 | F05
କୃତ୍ରିମ ଉପାୟରେ ମାଛର ପ୍ରଜନନ, ପାଳନ ଏବଂ ପ୍ରତିରୋପଣରେ ବିଶେଷଜ୍ଞ ବ୍ୟକ୍ତିଙ୍କୁ ପିସିକଲଚରିଷ୍ଟ୍ କୁହାଯାଏ ।
ପ୍ରମୋଦ କୁମାର ସାହୁ ଆଇସିଏଆର୍-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ରେସୱାଟର୍ ଆକ୍ଵାକଲ୍ଚର୍, କୌଶଲ୍ୟାଗଙ୍ଗାର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଡ. ସାହୁ ସେହି ଅନୁଷ୍ଠାନରେ ପ୍ରଧାନ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ପକ୍ଷରୁ ସମ୍ମାନଜନକ ଆଇସିଏଆର୍ ଜାତୀୟ ପ୍ରଫେସର୍ ପୁରସ୍କାର ରେ ସମ୍ମାନିତ କରାଯାଇଛି । ବିଶ୍ୱପ୍ରସିଦ୍ଧ ଗବେଷକ ଡାକ୍ତର ସାହୁ ଗତ ତିନି ଦଶନ୍ଧି ଧରି ମାଛ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।
ଓୟୁଏଟି – ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲ୍ଚର୍ ଆଣ୍ଡ୍ ଟେକ୍ନୋଲୋଜି ଏକ୍ଜାମିନେସନ୍
ମତ୍ସ୍ୟଚାଷ କ୍ଷେତ୍ରରେ ଉଦ୍ୟୋଗୀତା ବାଣିଜ୍ୟିକ ଉଦ୍ଦେଶ୍ୟରେ ମାଛ ଚାଷ ଓ ପ୍ରଜନନ ଅନ୍ତର୍ଭୁକ୍ତ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ