ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ଅର୍ଥନୀତି, ବ୍ୟାଙ୍କିଙ୍ଗ୍ ଏବଂଆକାଉଣ୍ଟିଂ (ହିସାବ କିତାବ) ରେ

ବୃତ୍ତି

ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର୍


ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର୍

NCS Code: 2413.0100

ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର୍ ମାନେ ବିଭିନ୍ନ କମ୍ପାନୀ ଏବଂ ସରକାରଗୁଡ଼ିକୁ ପୁଞ୍ଜି ବା ସମ୍ବଳ ସଂଗ୍ରହ କରିବାରେ, କମ୍ପାନୀଗୁଡ଼ିକର ମିଶ୍ରଣ ଏବଂ ଅଧିଗ୍ରହଣ, ପରିଚାଳନା କରିବାରେ ଏବଂ ଆର୍ଥିକ ପରାମର୍ଶଦାତା ସେବା ଯୋଗାଇବାରେ ସାହାଯ୍ୟ କରନ୍ତି । ସେମାନେ ବଜାରର ଆର୍ଥିକ ଧାରା ବିଶ୍ଳେଷଣ କରନ୍ତି, ବିଭିନ୍ନ ଆର୍ଥିକ ଚୁକ୍ତି ବା ଡିଲ୍‌ଗୁଡ଼ିକୁ ରୂପରେଖ ଦିଅନ୍ତି ଏବଂ ବିନିଯୋଗ କ୍ଷେତ୍ରରେ ଗ୍ରାହକମାନଙ୍କୁ ମାର୍ଗଦର୍ଶନ କରନ୍ତି । ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କରମାନେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କର୍ପୋରେଟ୍ ଫାଇନାନ୍ସ (Corporate Finance) ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସେମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।

ଆବଶ୍ୟକ ଦକ୍ଷତା :
  • ଦୃଢ଼ ବିଶ୍ଳେଷଣାତ୍ମକ ଏବଂ ପରିମାଣାତ୍ମକ ଦକ୍ଷତା।

  • ଆର୍ଥିକ ମଡେଲିଂ ଏବଂ ମୂଲ୍ୟାଙ୍କନ ଦକ୍ଷତା।

  • ଯୋଗାଯୋଗ ଏବଂ ବୁଝାମଣା (Negotiation) କରିବା କ୍ଷମତା।

  • ସମସ୍ୟା ସମାଧାନ କରିବାର କ୍ଷମତା।

  • ଆର୍ଥିକ ବଜାର ଏବଂ ଅର୍ଥନୀତିର ଗଭୀର ଜ୍ଞାନ।

ସଫଳତାର କାହାଣୀ

ଉଦୟ କୋଟାକ

ଉଦୟ କୋଟାକ ଏକ ସାଧାରଣ ପୃଷ୍ଠଭୂମିରୁ ନିଜର ଜୀବନଯାତ୍ରା ଆରମ୍ଭ କରିଥିଲେ ଏବଂ ଛୋଟ ଛୋଟ ବ୍ୟବସାୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ସୂକ୍ଷ୍ମ ଆର୍ଥିକ ଜ୍ଞାନ ଓ ଉଦ୍ୟୋଗୀ ଦୂରଦୃଷ୍ଟି ବଳରେ ସେ 'କୋଟାକ ମହିନ୍ଦ୍ରା'କୁ ଭାରତର ଅନ୍ୟତମ ଅଗ୍ରଣୀ ଆର୍ଥିକ ପ୍ରତିଷ୍ଠାନ ଭାବରେ ଗଢ଼ି ତୋଳିଥିଲେ । ଏକ ଛୋଟ ଷ୍ଟାର୍ଟଅପ୍‌ରୁ ବାହାରି ଏକ ପ୍ରମୁଖ ବ୍ୟାଙ୍କର ନେତୃତ୍ୱ ନେବା ପର୍ଯ୍ୟନ୍ତ ତାଙ୍କର ଏହି ସଫଳ ଜୀବନଯାତ୍ରା ପ୍ରତିପାଦିତ କରେ ଯେ, କିପରି ଦୃଢ଼ ସଂକଳ୍ପ, ବିପଦକୁ ସାମ୍ନା କରିବାର ସାହସ (Risk-taking) ଏବଂ ଆର୍ଥିକ ବିଶେଷଜ୍ଞତା ମାଧ୍ୟମରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ରରେ ଭଲ ସଫଳତା ହାସଲ କରାଯାଇପାରେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ