NCS CODE: 3355.0200 | GV005
ଜଣେ ପୋଲିସ୍ ସବ୍-ଇନ୍ସପେକ୍ଟର୍ ଥାନା ଦାୟିତ୍ୱରେ ଥିବା ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି । ସେ ପୋଲିସ୍ ଷ୍ଟେସନ୍ ଏବଂ ଏହାର କର୍ମଚାରୀଙ୍କ ସୁପରିଚାଳନା କରନ୍ତି ।
ବିଜୟଲକ୍ଷ୍ମୀ ଦେବୀ ଓଡ଼ିଶାର ପ୍ରଥମ ଓ ଭାରତର ତୃତୀୟ ମହିଳା ସବ୍ ଇନ୍ସପେକ୍ଟର୍ ଥିଲେ । ସେ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଏବଂ ୧୯୬୨ ମସିହାରେ ରାଜ୍ୟ ପୋଲିସ୍ ବାହିନୀରେ ଯୋଗ ଦେଇଥିଲେ । ସେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।