ପଠନ
ବିକଳ୍ପ

Xନମସ୍କାର,
ମୁଁ ଆମ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଅଧିକ ଜାଣିବାକୁ ଚାହୁଁଛନ୍ତି

ପ୍ରତିଯୋଗିତାମୂଳକ କ୍ଷେତ୍ର ରେ

ବୃତ୍ତି

ଅଙ୍ଗନବାଡ଼ି ସୁପରଭାଇଜର୍


ଅଙ୍ଗନବାଡ଼ି ସୁପରଭାଇଜର୍

NCS Code: 2351.0500

ଅଙ୍ଗନବାଡ଼ି ସୁପରଭାଇଜର ହେଉଛନ୍ତି ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ଅଧିକାରୀ, ଯିଏ ସମନ୍ୱିତ ଶିଶୁ ବିକାଶ ସେବା (ICDS) ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତାର ତଦାରଖ କରନ୍ତି । ସେମାନେ ଶିଶୁ ପୁଷ୍ଟିସାଧନ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା (Preschool education), ଟୀକାକରଣ ଏବଂ ମାତୃତ୍ୱକାଳୀନ ଯତ୍ନ ଭଳି ସେବାଗୁଡ଼ିକର ସଠିକ୍ ପରିଚାଳନା ସୁନିଶ୍ଚିତ କରନ୍ତି। ସୁପରଭାଇଜର୍ ମାନେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମାର୍ଗଦର୍ଶନ କରନ୍ତି, କାର୍ଯ୍ୟକ୍ରମର ରୂପାୟନ ଉପରେ ନଜର ରଖନ୍ତି, ରେକର୍ଡପତ୍ର ରକ୍ଷଣାବେକ୍ଷଣ କରନ୍ତି ଓ ସମାଜରେ ଶିଶୁ ଓ ମହିଳାମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟି ଏବଂ ବିକାଶର ଉନ୍ନତିରେ ସାହାଯ୍ୟ କରନ୍ତି।

ଆବଶ୍ୟକ ଦକ୍ଷତା :
  • ନେତୃତ୍ୱ ଏବଂ ପର୍ଯ୍ୟବେକ୍ଷଣ ଦକ୍ଷତା

  • ଯୋଗାଯୋଗ ଏବଂ ଆନ୍ତଃବ୍ୟକ୍ତିକ ଦକ୍ଷତା

  • ସାଂଗଠନିକ ଏବଂ ଯୋଜନା କରିବାର କ୍ଷମତା

  • ଜନସ୍ୱାସ୍ଥ୍ୟ ଏବଂ ପୁଷ୍ଟିସାଧନ ବିଷୟରେ ଜ୍ଞାନ

  • ସମସ୍ୟା ସମାଧାନ ଦକ୍ଷତା

  • ରେକର୍ଡ ରକ୍ଷଣାବେକ୍ଷଣ ଏବଂ ରିପୋର୍ଟ ପ୍ରସ୍ତୁତି

ସଫଳତାର କାହାଣୀ


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ କରନ୍ତୁ